ଗର୍ଭବତୀ ମହିଳା କେମିତି ନେବେ ଯତ୍ନ? | Dr Chinmayee Kar on Care & Precautions during Pregnancy in Odia
About this video
ନିରାପଦ ମାତୃତ୍ଵ ଓ ସୁସ୍ଥ ଶିଶୁର ଜନ୍ମ ଲାଗି ଜଣେ ମାଆକୁ ଗର୍ଭଧାରଣ ସମୟରେ ନିଜର ସଠିକ୍ ଯତ୍ନ ନେବା ନିହାତି ଦରକାର। ଗର୍ଭବତୀ ମହିଳା କେମିତି ନେବେ ଯତ୍ନ? ଡାକ୍ତରଙ୍କୁ କେତେବେଳେ ପରାମର୍ଶ କରିବା ଦରକାର? ଏନେଇ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କଣ କହୁଛନ୍ତି ଆସନ୍ତୁ ଜାଣିବା,