ଟାଇଫଏଡ୍‌ ଜ୍ୱର – କାରଣ, ଲକ୍ଷଣ ଓ ଚିକିତ୍ସା | Typhoid Fever: Signs & Treatment in Odia | Dr Sweeta Nayak

Dr Sweeta Nayak26 April 20227:0449K views

About this video

ଟାଇଫଏଡ୍ ଜ୍ୱର ବା ଆନ୍ତ୍ରିକ ଜ୍ୱର ହେଉଛି ଅତି ସାଧାରଣ ରୋଗ। ଆମ ଶରୀରର ଅନ୍ତନଳୀରେ ଜୀବାଣୁ ସଂକ୍ରମଣ କାରଣରୁ ଏହି ଜ୍ୱର ହୋଇଥାଏ। ତେବେ ଟାଇଫଏଡ୍ ଜ୍ୱରକୁ ଠିକ୍ ସମୟରେ ଚିକିତ୍ସା କରାନଗଲେ ଅବସ୍ଥା ସାଙ୍ଘାତିକ ହେବାର ଆଶଙ୍କା ମଧ୍ୟ ରହିଛି। ଆସନ୍ତୁ ଡାକ୍ତର ଶ୍ୱେତା ନାୟକଙ୍କଠାରୁ ଟାଇଫଏଡ୍ ଜ୍ୱରର କାରଣ, ଲକ୍ଷଣ, ଚିକିତ୍ସା ଏବଂ ନିରାକରଣ ବିଷୟରେ ଜାଣିବା।