ଜରାୟୁ ଖସିଯିବା ବା ୟୁଟେରାଇନ୍‌ ପ୍ରୋଲାପ୍ସ କ’ଣ? | Uterine Prolapse in Odia | Dr Rashmi Ranjan Dash

Dr Rashmi Ranjan Dash3 July 202211:3323K views

About this video

ମହିଳାଙ୍କର ପେଲଭିକ୍‌ ମାଂସପେଶୀ ଦୁର୍ବଳ ହୋଇଯାଏ, ସେତେବେଳେ ଜରାୟୁ ଖସିଯାଏ, ଯାହାକୁ ଜରାୟୁ ଖସିଯିବା ବା ୟୁଟେରାଇନ୍‌ ପ୍ରୋଲାପ୍ସ ବୋଲି କୁହାଯାଏ। ତେବେ ଏହା କାହିଁକି ହୁଏ? କେଉଁ ବୟସର ମହିଳାଙ୍କଠାରେ ଏହା ହେବାର ଆଶଙ୍କା ଅଧିକ? ଏ ସମସ୍ତ ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମୀ ରଞ୍ଜନ ଦାଶ, ଆସନ୍ତୁ ଜାଣିବା।