ଗଳା ଦରଜ ହେଲେ କ’ଣ କରିବେ? | Sore Throat in Odia | Signs & Treatment | Dr Diptiman Baliarsingh

Dr Diptiman Baliarsingh13 June 20226:25150K views

About this video

ପ୍ରାୟ ଲୋକଙ୍କର ବିଭିନ୍ନ କାରଣ ଯୋଗୁଁ ଗଳା ଦରଜ ହୋଇଥାଏ। ଟନ୍‌ସିଲାଇଟିସ୍‌ ଥିଲେ କିମ୍ବା ଖରାରୁ ଆସି ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇଲେ ଗଳା ଦରଜ ସମସ୍ୟା ହୋଇଥାଏ। ତେବେ ବାରମ୍ବାର ଗଳା ଦରଜର କାରଣ କ’ଣ? ଏହାକୁ ରୋକିବେ କିପରି? ଏନେଇ କ’ଣ କହୁଛନ୍ତି ବିଶିଷ୍ଟ କର୍ଣ୍ଣ ନାଶା ଗଳା ବିଶେଷଜ୍ଞ ଡାକ୍ତର ଦିପ୍ତୀମାନ ବଳିଆରସିଂ ଆସନ୍ତୁ ଜାଣିବା। Sore throats are caused by a variety of factors. It is characterized by pain while swallowing or irritation in the throat, and generally accompanies infections such as cold and flu. How to relieve sore throats? Can you prevent it? Let's know more from Dr Diptiman Baliarsingh, ENT Specialist.