ବ୍ରଣରୁ କେମିତି ପାଇବେ ମୁକ୍ତି? |Acne/Pimples: Causes, Treatment & Prevention in Odia | Dr Anisha Biswal
About this video
ଚର୍ମଜନିତ ସମସ୍ୟା ମଧ୍ୟରେ ବ୍ରଣ ହେଉଛି ସବୁଠାରୁ ସାଧାରଣ। ପରିବର୍ତ୍ତିତ ଜୀବନଶୈଳୀ, ଖରାପ ଖାଦ୍ୟାଭ୍ୟାସ, ମାନସିକ ଚାପ ଏବଂ ବିଭିନ୍ନ କାରଣରୁ ବ୍ରଣ ହୋଇଥାଏ। ଏହାକୁ କମାଇବାକୁ ଯାଇ ଅନେକ ଲୋକ ଭିନ୍ନଭିନ୍ନ ଉପାୟ ଆପଣାଇଥାନ୍ତି, ଯାହା କମିବା ବଦଳରେ ଆହୁରି ବଢ଼ିବାକୁ ଲାଗିଥାଏ। ବ୍ରଣରୁ ମୁକ୍ତି ପାଇବା ପାଇଁ ସଠିକ୍ ଉପାୟ କ’ଣ? ଆସନ୍ତୁ, ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଅନିଶା ବିଶ୍ୱାଳଙ୍କଠାରୁ ଏନେଇ ଅଧିକ ଜାଣିବା।