ସିଲିଆକ୍‌ ରୋଗ କ’ଣ? | Celiac Disease in Odia | Symptoms & Treatment | Dr Manas Kumar Behera

Dr Manas Kumar Behera29 June 202313:561.9K views

About this video

ସିଲିଆକ୍‌ ବା ସିଲିଆକ୍ ରୋଗ ଏକ ଅଟୋଇମ୍ମ୍ୟୁନ୍ ରୋଗ ଯାହା ଜେନେଟିକ୍ ସମ୍ବେଦନଶୀଳ ଲୋକଙ୍କର ଅନ୍ତନଳୀକୁ ଆକ୍ରମଣ କରେ। ଗ‌ହମ, ବାର୍ଲିରେ ଥିବା ଗ୍ଲୁଟେନ୍‌ ନାମକ ପଦାର୍ଥରେ ଆଲର୍ଜି ହୋଇ ସିଲିଆକ୍ ରୋଗ ହୋଇଥାଏ ଫଳରେ ତରଳ ଝାଡ଼ା, ପେଟ ଫୁଲା, କୁଅବଶୋଷଣ, ଅରୁଚି ଇତ୍ୟାଦି ସାଧାରଣ ଲକ୍ଷଣମାନ ଏହି ରୋଗରେ ଦେଖାଯାଏ। ଆସନ୍ତୁ ଏହି ରୋଗ ବିଷୟରେ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ମାନସ କୁମାର ବେହେରାଙ୍କଠାରୁ ଅଧିକ ଜାଣିବା।