ଗର୍ଭ ରହିବାରେ ସମସ୍ୟା ହେଉଛି କି? | Tubal Blockage/ Blocked Fallopian Tube, in Odia | Dr Monica Gupta
About this video
ଗର୍ଭଧାରଣ ପାଇଁ ପ୍ଲାନ୍ କରିବା ବେଳେ କେତେକ ମହିଳାଙ୍କର ଗର୍ଭ ରହିପାରେ ନାହିଁ, ଏହାର କାରଣ ଟ୍ୟୁବାଲ ବ୍ଲକେଜ୍ ହୋଇଥାଇପାରେ। ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୋନିକା ଗୁପ୍ତାଙ୍କଠାରୁ ଜାଣିବା ଏ ବିଷୟରେ ଅଧିକ।