କାହିଁକି ହୁଏ ହାଇପୋ-ଥାଇରଡିଜିମ୍? ଜାଣନ୍ତୁ ଲକ୍ଷଣ ଓ ଚିକିତ୍ସା | Dr Abhay Kumar Sahoo on Hypothyroidism
About this video
ଆମ ଶରୀରର ବେକରେ ଥିବା ଥାଇରଏଡ୍ ଗ୍ରନ୍ଥିରୁ ଏକ ହରମୋନ୍ କ୍ଷରଣ ହୋଇଥାଏ। ଶରୀରର ସମସ୍ତ କାର୍ଯ୍ୟ ଏହି ହରମୋନ ଉପରେ ନିର୍ଭର କରିଥାଏ। ଏହାକୁ ଥାଇରଏଡ୍ ହରମୋନ୍ କୁହାଯାଏ। ଯଦି ଏହି ଥାଇରଏଡ୍ ହରମୋନ୍ କମ କ୍ଷରଣ ହୁଏ, ତେବେ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଏହି ରୋଗକୁ ହାଇପୋ-ଥାଇରଡିଜିମ୍ କୁହାଯାଏ? ତେବେ ହାଇପୋ-ଥାଇରଡିଜିମକୁ କେମିତି ଚିହ୍ନିବେ? ଏହାର ଚିକିତ୍ସା କେମିତି ହୋଇଥାଏ। ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଅଭୟ ସାହୁ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।