କୋଭିଡ୍ ରୋଗୀଙ୍କର ଅକ୍ସିଜେନ୍ ସ୍ତର କମୁଛି କାହିଁକି? | Dr Khirod Rout on Oxygen Level of COVID Patients

Dr Khirod Rout12 May 20219:4777K views

About this video

ଯେଉଁ ବ୍ୟକ୍ତିଙ୍କ ଶରୀରରେ ଅକ୍ସିଜେନ୍‌ ବା ଅମ୍ଳଜାନର ସ୍ତର ହ୍ରାସ ପାଏ, ତାଙ୍କୁ ଅକ୍ସିଜେନ୍‌ର ଆବଶ୍ୟକତା ପଡ଼ିଥାଏ। ତେବେ କେଉଁ ପରିସ୍ଥିତିରେ ଶରୀରରୁ ଅମ୍ଳଜାନ ସ୍ତର କମିଯାଏ? କୋଭିଡ୍‌ ଆକ୍ରାନ୍ତଙ୍କଠାରେ ଅକ୍ସିଜେନ୍‌ ସ୍ତର କମୁଛି କାହିଁକି? ଏନେଇ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ବିଶ୍ଵବିଦ୍ୟାଳୟର କୁଳସଚିବ ଡାକ୍ତର କ୍ଷୀରୋଦ କୁମାର ରାଉତ କ’ଣ କହୁଛନ୍ତି, ଜାଣନ୍ତୁ।