କେଶ ଝଡ଼ିବା ସମସ୍ୟା: କେମିତି ରୋକିବେ? | How to Prevent Hair Fall (Hair Loss)? in Odia| Dr Nibedita Patro

Dr Nibedita Patro13 July 20239:1832K views

About this video

କେଶ ଝଡ଼ିବା ସମସ୍ୟାର ବିଭିନ୍ନ କାରଣ ଥାଏ, ଯେପରିକି ଜଳବାୟୁ, ଶାରୀରିକ ବ୍ୟାଧି ଏବଂ ଖାଦ୍ୟପେୟ। ଏହି ସମସ୍ୟାକୁ ନେଇ ପ୍ରାୟ ସମସ୍ତେ ଉଣା ଅଧିକେ ଚିନ୍ତିତ। କେଶ ଝଡ଼ିବାକୁ ରୋକିବେ କିପରି? ଆସନ୍ତୁ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ନିବେଦିତା ପାତ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।