କିଡ୍ନି ରୋଗ: କାରଣ ଓ ନିରାକରଣ | Kidney Disease in Odia | Causes & Treatment | Dr Sukant Kishore Das
About this video
କିଡ୍ନି ସମସ୍ୟାକୁ ଆଗୁଆ ଚିହ୍ନିପାରିଲେ, ଆମେ କିଡ୍ନି ଜନିତ ଜଟିଳତାକୁ ଏଡ଼ାଇ ଦେଇପାରିବା।କାହାକୁ ହୋଇପାରେ କିଡ୍ନି ଜନିତ ସମସ୍ୟା? ଆସନ୍ତୁ, ବିଶିଷ୍ଟ କିଡ୍ନି ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ କିଶୋର ଦାସଙ୍କଠାରୁ ଜାଣିବା।