ତ୍ୱଚାରେ ଚମକ ପାଇଁ କ’ଣ ଖାଇବେ? | Diet for Glowing Skin in Odia | Dr Kishan Kumar Agarwal
About this video
ସୁନ୍ଦର ଓ ଆକର୍ଷଣୀୟ ଦିଶିବାକୁ ସମସ୍ତଙ୍କର ଇଚ୍ଛାଥାଏ। କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଓ କେମିକାଲଯୁକ୍ତ ପ୍ରଡକ୍ଟ ତ୍ୱଚାର ପ୍ରାକୃତିକତାକୁ ହ୍ରାସ କରିଦିଏ। ତେଣୁ ପ୍ରାକୃତିକ ଭାବେ ତ୍ୱଚାରେ ଚମକ ଆଣିବାକୁ ହେଲେ ଆହାର ଓ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେବା ଜରୁରୀ। ତ୍ୱଚାରେ ଚମକ ଆଣିବାକୁ ଚାହୁଁଥିଲେ କ’ଣ ଖାଇବେ? ଆସନ୍ତୁ, ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର କିଶନ କୁମାର ଅଗ୍ରଓ୍ୱାଲଙ୍କଠାରୁ ଏନେଇ ଅଧିକ ଜାଣିବା। ତ୍ୱଚାରେ ଚମକ ପାଇଁ କ’ଣ ଖାଇବେ? Healthy, glowing skin starts with good nutrition. A balanced diet rich in fruits, vegetables, protein, healthy fats, and antioxidants can provide the nutrients your skin needs to stay healthy. What to eat for Glowing Skin? Let’s learn more from Dr Kishan Kumar Agarwal, a Dermatologist. What to eat for Glowing Skin? in Odia