ବ୍ରେନ୍ ଷ୍ଟ୍ରୋକ୍ କାହିଁକି ହୁଏ? ଲକ୍ଷଣ ଓ ନିରାକରଣ| Dr. Subhransu Sekhar Jena on Brain Stroke, in Odia
About this video
ଆମ ଶରୀର ସମସ୍ତ କାର୍ଯ୍ୟ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କୌଣସି କାରଣରୁ ଏଥିରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଗଲେ କିମ୍ବା ମସ୍ତିଷ୍କର ଶୀରା ଫାଟିଗଲେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥାଏ। ତେବେ ବ୍ରେନ୍ ଷ୍ଟ୍ରୋକ୍ ହେବାର କାରଣ କ'ଣ? ଏହାର ଲକ୍ଷଣ ଓ ନିରାକରଣକୁ ନେଇ ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ସୁଭ୍ରାଂଶୁ ଶେଖର ଜେନା କ'ଣ କହୁଛନ୍ତି ଆସନ୍ତୁ ଜାଣିବା।