Skip to main content

ପିଲାର ତରଳଝାଡ଼ା ହେଲେ କ’ଣ କରିବେ? | Dr Kanhu Panda on Diarrhoea in Children | Causes & Treatment

Dr Kanhu Panda6 November 202111:15104K views

About this video

ଗୋଟିଏ ଦିନରେ ଦୁଇରୁ ତିନି ଥର କିମ୍ବା ତା’ଠାରୁ ଅଧିକ ଥର ପତଳା ଝାଡ଼ା ହେଲେ ଶିଶୁ ଡାଇରିଆ ଶିକାର ହୋଇଥାଆନ୍ତି। ଡାଇରିଆ ହେଲେ ଶିଶୁଙ୍କ ଶରୀରରେ ଜଳୀୟଅଂଶ କମିଯାଏ, ଫଳରେ ଧୀରେ ଧୀରେ ଶିଶୁର ସ୍ୱାସ୍ଥ୍ୟ ଅଧିକ ଖରାପ ହୁଏ। ତେବେ ପିଲାର ତରଳ ଝାଡ଼ା ବା ଡାଇରିଆ ହେଲେ କ’ଣ ସବୁ ଲକ୍ଷଣ ଦେଖାଦିଏ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।