କେଉଁମାନଙ୍କୁ ସୋରିଆସିସ୍ ହେବାର ଆଶଙ୍କା ଥାଏ? | Psoriasis: Who is at risk? | Dr Kishan Kumar Agarwal
About this video
ସୋରିଆସିସ୍ ହେଉଛି ଏକ ପ୍ରକାର ଚର୍ମ ରୋଗ। ଏହା ଶରୀରର ଯେକୌଣସି ସ୍ଥାନରେ ହୋଇପାରେ। ଏହି ରୋଗ ହେଲେ ଚର୍ମ ନାଲି ପଡ଼ିଯିବା ସହ କୁଣ୍ଡାଇ ହୋଇ ତ୍ୱଚାରୁ ଚୋପା ଛାଡ଼େ। ତେବେ ସୋରିଆସିସ୍ କାହିଁକି ହୁଏ? କେଉଁମାନଙ୍କୁ ଏହି ରୋଗ ହେବାର ଆଶଙ୍କା ଥାଏ? ଆସନ୍ତୁ, ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର କିଶନ କୁମାର ଅଗ୍ରଓ୍ୱାଲ ଏନେଇ କ’ଣ କହୁଛନ୍ତି ଜାଣିବା। କେଉଁମାନଙ୍କୁ ସୋରିଆସିସ୍ ହେବାର ଆଶଙ୍କା ଥାଏ? Psoriasis is an autoimmune skin disease marked by red, itchy, scaly patches. This most commonly occurs on the knees, elbows, trunk, or scalp. Early care can help manage symptoms effectively. Let’s learn more from Dr Kishan Kumar Agarwal, a Dermatologist. Who is at risk of developing Psoriasis? in Odia