ଶ୍ରବଣ ସମସ୍ୟା: କେମିତି କରିବେ ଦୂର? | Treatment of Hearing Loss in Odia | Prof Satya Mahapatra

Prof Satya Mahapatra19 March 202415:142.8K views

About this video

ଶ୍ରବଣ ସମସ୍ୟା ବା ହିୟରିଂ ଲସ୍ ଅର୍ଥାତ୍ କାନକୁ ଅଳ୍ପ କିମ୍ବା ସମ୍ପୂର୍ଣ୍ଣ ଭାବରେ ଶୁଭା ନଯିବା। ଶିଶୁଙ୍କଠାରୁ ଆରମ୍ଭ କରି ବୃଦ୍ଧାବସ୍ଥା, ସବୁ ବୟସର ବ୍ୟକ୍ତି ଶ୍ରବଣଜନିତ ସମସ୍ୟାରେ ଆକ୍ରାନ୍ତ ହୋଇପାରନ୍ତି। କେତେକ ଶିଶୁଙ୍କଠାରେ ଜନ୍ମରୁ ଶ୍ରବଣ ମନ୍ଦତା ଥିବା ବେଳେ କେତେକ ଲୋକ ନିଜ ବୃତ୍ତିଗତ କାର୍ଯ୍ୟ ଯେପରିକି ଶବ୍ଦ ବହୁଳ ସ୍ଥାନରେ କାମ କରିବା ଯୋଗୁଁ ଶ୍ରବଣ ଜନିତ ସମସ୍ୟାର ଶୀକାର ହୋଇଥାଆନ୍ତି। ଆସନ୍ତୁ, ପ୍ରଫେସର ସତ୍ୟ ମହାପାତ୍ରଙ୍କଠାରୁ ଜାଣିବା ଶ୍ରବଣ ସମସ୍ୟା, ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ।