ସୋରିଆସିସ୍ ରୋଗ କାହିଁକି ହୁଏ? | Dr Diptiranjani Bisoyi on Treatment of Psoriasis in Odia
About this video
ସୋରିଆସିସ୍ ହେଉଛି ଏକ ପ୍ରକାରର ଚର୍ମରୋଗ। ଏହା ଶରୀରର ଯେକୌଣସି ସ୍ଥାନରେ ହୋଇପାରେ। ଏହି ରୋଗ ହେଲେ ଚର୍ମରେ ନାଲି ପଡ଼ିଯିବା ସହ କୁଣ୍ଡାଇ ହୋଇ ଧଳା ଧଳା ଚୋପା ଛାଡ଼ିଥାଏ। ତେବେ ସୋରିଆସିସ୍ କାହିଁକି ହୁଏ? କେମିତି କରିବେ ଏହାର ଚିକିତ୍ସା? ଏନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତୀରଞ୍ଜନୀ ବିଶୋଈଙ୍କଠାରୁ ବିସ୍ତୃତ ଭାବରେ ଜାଣନ୍ତୁ।