ମଳଦ୍ୱାରରେ କେଉଁ କେଉଁ ରୋଗ ହେବାର ଆଶଙ୍କା ଥାଏ? | Piles, Fissures and Fistula | Dr Narahari Panda
About this video
ଅର୍ଶ, ମଳକଣ୍ଟକ ଓ ଭଗନ୍ଦର ହେଉଛି ମଳାଶୟ ଏବଂ ମଳଦ୍ଵାରଗତ ରୋଗ। କେତେକ ବ୍ୟକ୍ତିଙ୍କର ମଳତ୍ୟାଗ ସମୟରେ ଅଥବା ପରେ ମଳଦ୍ଵାରରୁ ରକ୍ତ ନିର୍ଗତ ହୋଇଥାଏ। ଏହା ସହିତ ମଳତ୍ୟାଗ ସମୟରେ ପ୍ରବଳ କଷ୍ଟ ମଧ୍ୟ ହୁଏ। ତେବେ ଏହା ମଳକଣ୍ଟକ, ଅର୍ଶ କିମ୍ବା ଭଗନ୍ଦର ହୋଇପାରେ। ଏନେଇ ବରିଷ୍ଠ ଜେନେରାଲ ସର୍ଜନ ଡାକ୍ତର ନରହରି ପଣ୍ଡା କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଖରାପ ଜୀବନଶୈଳୀ ଯୋଗୁଁ ମଳଦ୍ୱାରରେ କେଉଁ କେଉଁ ରୋଗ ହେବାର ଆଶଙ୍କା ଥାଏ? Pain, bleeding, swelling, itching, or a lump around the anal area should never be ignored. These symptoms may be caused by conditions such as piles, anal fissures, or fistulas. What are the different types of Anal Diseases? Let's learn more from Dr Narahari Panda, a General Surgeon. What are the different types of Anal Diseases? in Odia