ଆଣ୍ଠୁରେ ପାଣି ଜମେ କାହିଁକି? | Swollen Joints (Joint Effusion) in Odia | Prof Dr Jyoti Ranjan Parida

Dr Jyoti Ranjan Parida20 October 20214:1815K views

About this video

କେତେକ ଲୋକଙ୍କର ଆଣ୍ଠୁରେ ପାଣି ଜମି ଆଣ୍ଠୁ ଫୁଲିଯାଏ। ତେବେ ଏହାର କାରଣ କ’ଣ? ଏହାର ଚିକିତ୍ସା ବିଷୟରେ ବିଶିଷ୍ଟ ରୁମାଟୋଲୋଜିଷ୍ଟ ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Joint effusion is a condition involving an excessive amount of fluid in or around a joint, usually the knee. So what is the reason for this? Let us find out Dr Jyoti Ranjan Parida, a Rheumatologist & Immunologist.