ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାଫ୍ରି । Need for Mammography or Mammogram in Odia | Dr Suman Das
About this video
ସାଧାରଣତଃ ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାମ୍ର ଆବଶ୍ୟକତା ପଡ଼ିଥାଏ। ତେବେ କେତେବେଳେ ଦରକାର ପଡ଼େ ମାମୋଗ୍ରାଫି? ଏହାଦ୍ୱାରା ଲାଭ କ’ଣ ମିଳିଥାଏ? ଏନେଇ ବିଶିଷ୍ଟ ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।