କେମିତି କମିବ ଓଜନ? | How to lose weight? in Odia | Dr Abhay Kumar Sahoo
Heart & CardiacDiabetes & Blood SugarCancerBone & JointBlood & Blood DisordersBrain & NeurologyNutrition & Diet
About this video
ମେଦ ବହୁଳତା ବା ମୋଟାପଣ ଏକ ଜଟିଳ ସମସ୍ୟା। ସମସ୍ତେ ଏହାକୁ ନେଇ ଚିନ୍ତିତ। ମୋଟାପଣ ଯୋଗୁଁ ଆମ ଶରୀରରେ ବିଭିନ୍ନ ସମସ୍ୟା ଦେଖାଯାଏ। ଅନେକ ରୋଗର କାରଣ ମଧ୍ୟ ମୋଟାପଣ। ତେଣୁ ବୟସ ଅନୁଯାୟୀ ଶରୀର ଓଜନ ସଠିକ ରହିବା ଦରକାର। ଆସନ୍ତୁ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଅଭୟ କୁମାର ସାହୁଙ୍କଠାରୁ ମୋଟାପଣ କମ କରିବାର କିଛି ଫର୍ମୁଲା ଜାଣିବା। କେମିତି କମିବ ଓଜନ? Obesity is a condition involving excessive body fat that increases the risk of health problems. Obesity increases the risk of developing various health problems, including diabetes, high blood pressure, heart attack, stroke, cancer, and joint problems. Understanding the causes and managing it early is important. Let's learn more from Dr Abhay Kumar Sahoo, an Endocrinologist. How to lose weight? in Odia