ୠତୁସ୍ରାବ ସମୟରେ ସଫାସୁତରା କେମିତି ରହିବେ? | Hygiene During Periods, in Odia | Dr Swapnita Hota
About this video
ପିରିୟଡ୍ସ ସମୟରେ ସ୍ୱଚ୍ଛତା ପରିଚାଳନା ନ କଲେ ଜଣେ ଝିଅ ବା ମହିଳାଙ୍କୁ ବିଭିନ୍ନ ପ୍ରକାର ସଂକ୍ରମଣର ସାମ୍ନା କରିବାକୁ ପଡ଼ିଥାଏ, ଯେପରିକି ପରିସ୍ରା ସଂକ୍ରମଣ, ଯୋନି କୁଣ୍ଡାଇ ହେବା, ଦୁର୍ଗନ୍ଧ ଯୁକ୍ତ ସ୍ରାବ ହେବା ଭଳି ଲକ୍ଷଣ ଦେଖାଦିଏ। କେତେକ କ୍ଷେତ୍ରରେ ସର୍ଭିକାଲ କ୍ୟାନ୍ସର ହେବାର ମଧ୍ୟ ଆଶଙ୍କା ରହିଛି। ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱପ୍ନିତା ହୋତାଙ୍କଠାରୁ ଜାଣିବା ପିରିୟଡ୍ସ ସମୟରେ ସ୍ୱଚ୍ଛତା କିପରି ପରିଚାଳନା କରିବେ?