ଗର୍ଭାବସ୍ଥାରେ ମଧୁମେହ ହେଲେ କ’ଣ କରିବେ? | Diabetes & Pregnancy (Gestational Diabetes) | Dr Mahesh Rath
About this video
ଅଧିକ ବୟସରେ ଗର୍ଭଧାରଣ, ଦୁଇରୁ ଅଧିକ ଗର୍ଭଧାରଣ ଓ ବଂଶଗତ କାରଣ ଯୋଗୁଁ ଗର୍ଭାବସ୍ଥାରେ ମଧୁମେହ ହେବାର ଆଶଙ୍କା ଅଧିକ ଥାଏ, ଯାହାକୁ ଇଂରାଜୀରେ ଜେଷ୍ଟେସ୍ନାଲ ଡାଏବେଟିସ୍ ବୋଲି କୁହାଯାଏ। ତେବେ ଏହା କାହିଁକି ହୁଏ ଓ ଗର୍ଭାବସ୍ଥାରେ ଏହାକୁ ଏଡ଼ାଇବା କିପରି? ସେ ବିଷୟରେ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ମହେଶ ରଥ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Gestational diabetes is a type of diabetes that occurs only during pregnancy. Gestational diabetes can cause health problems in both the mother and the baby. How does diabetes affect pregnant individuals? Let's know more about its causes and symptoms from Dr Mahesh Rath, a Diabetologist.