କୋଭିଡ୍-୧୯: କାହାକୁ ରହିଛି ପୁନଃ ସଂକ୍ରମଣର ଭୟ? | Dr Manoj Kumar Sahu on COVID-19 Reinfections in Odia

Dr Manoj Kumar Sahu11 October 202010:2087K views

About this video

କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ପୁଣିଥରେ ସଂକ୍ରମଣ ହେବାର ଭୟ ରହିଛି। ଏନେଇ ପ୍ରମାଣ ମଧ୍ୟ ମିଳିଛି। ତେବେ କେଉଁମାନଙ୍କୁ ପୁନଃ ସଂକ୍ରମଣର ଭୟ ରହିଛି? କୋଭିଡ୍-୧୯ ପୁନଃ ସଂକ୍ରମଣର ନହେବା ପାଇଁ କିଭଳି ସତର୍କତା ଅବଲମ୍ବନ କରିବେ? ଏନେଇ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ କ’ଣ କହୁଛନ୍ତି ଆସନ୍ତୁ ଜାଣିବା