ମା’ର କ୍ଷୀର ଯଥେଷ୍ଟ ନ ହେଲେ କ’ଣ କରିବେ? | Insufficient Breast Milk Supply in Odia | Dr Smita Sarangi
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ମା’ କ୍ଷୀର ହେଉଛି ଶିଶୁ ପାଇଁ ଅମୃତ ସମାନ। ହେଲେ ବେଳେ ବେଳେ ମା’ମାନଙ୍କର କ୍ଷୀର କମ୍ ହେଉଥିବା ନେଇ ବା କ୍ଷୀର ହେଉ ନଥିବା ନେଇ ଅଭିଯୋଗ ହୋଇଥାଏ। ଏଭଳି କ୍ଷେତ୍ରରେ ମା’ମାନେ କ’ଣ କରିବେ? ସେନେଇ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସ୍ମିତା ଷଢ଼ଙ୍ଗୀଙ୍କ ଉତ୍ତର ଜାଣିବା। Sometimes mothers are concerned that there is not enough secretion of breastmilk to feed their babies. What should mothers do in such cases? Let's know more from Dr Smita Sarangi, an Obstetrician & Gynaecologist.