ମେନୋପଜ୍: କେମିତି ନେବେ ନିଜର ଯତ୍ନ? | Menopause: How to take Care of Yourself? Odia | Dr Sweekruti Jena
About this video
ମେନୋପଜ୍ ହେଉଛି ମହିଳାଙ୍କ ଜୀବନରେ ଏକ ଅବସ୍ଥା। ପିରିୟଡ୍ର ଆରମ୍ଭ ହେବା ଦିନରୁ ମେନୋପଜ୍ ପର୍ଯ୍ୟନ୍ତ ମହିଳା ହରମୋନ୍ ଅସନ୍ତୁଳନର ସାମ୍ନା କରିଥାଆନ୍ତି। ଖାସ୍କରି ଏହି ସମୟରେ ନିଜର ଯତ୍ନ ନେବା ନିହାତି ଜରୁରୀ। ଆସନ୍ତୁ, ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସ୍ୱୀକୃତି ଜେନାଙ୍କଠାରୁ ଏନେଇ ଅଧିକ ଜାଣିବା। ମେନୋପଜ୍ ସମୟରେ ନିଜର କେମିତି ନେବେ ଯତ୍ନ? Menopause is a natural stage in a woman’s life, marking the end of her menstrual cycles. As women enter menopause, their bodies undergo significant changes that can feel challenging at times. Taking care of yourself becomes essential. Let's learn how to take care of yourself during Menopause from Dr Sweekruti Jena, an Endocronologist. How to take care of yourself during Menopause? in Odia