ହୃଦସ୍ପନ୍ଦନ କମି ଯିବା ବା ବଢ଼ିଯିବା: କାହଁକି ହୁଏ? | Heart Arrythmia/ Irregular Heartbeat | Dr Swetanka Das

Dr Swetanka Das2 January 202412:3512K views

About this video

ଅନିୟମିତ ହୃଦସ୍ପନ୍ଦନକୁ ଅର୍ଥାତ ଛାତିର ସ୍ପନ୍ଦନ ଜୋରରେ ହେବା କିମ୍ବା ବହୁତ ଧିରେ ହେବା, ଏହାକୁ 'ହାର୍ଟ ଆରଥମିଆ' କୁହାଯାଏ। ହାର୍ଟ ଆରଥମିଆ ଜୀବନ ପାଇଁ ବିପଜ୍ଜନକ ହୋଇପାରେ। ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ଡାକ୍ତର ସ୍ୱେତାଙ୍କ ଦାସ କ’ଣ କହୁଛନ୍ତି, ସେ ବିଷୟରେ ଜାଣିବା।