କହୁଣୀରେ ଯନ୍ତ୍ରଣା: କେମିତି ଭଲ ହେବ? | Tennis Elbow (Elbow Pain) in Odia | Dr Pravakar Tripathy
About this video
କହୁଣୀରେ ଯନ୍ତ୍ରଣା ହେବାକୁ ଟେନିସ୍ ଏଲ୍ବୋ କୁହାଯାଏ। ବେଳେ ବେଳେ ଏହି ଯନ୍ତ୍ରଣା କହୁଣୀରୁ କଚୋଟି ଯାଏଁ ମଧ୍ୟ ହୋଇଥାଏ। ଆସନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପ୍ରଭାକର ତ୍ରିପାଠୀଙ୍କଠାରୁ ଅଧିକ ଜାଣିବା।