ସାଇକୋସିସ୍‌ ରୋଗ କ’ଣ? | Dr Satyakam Mohapatra on Acute Psychosis Disorder | Causes & Treatment

Dr Satyakam Mohapatra6 January 20219:4314K views

About this video

ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଆକ୍ୟୁଟ୍‌ ସାଇକୋସିସ୍‌ ସମସ୍ୟା ଅଧିକ ଦେଖାଦିଏ। ଏହା ଏକ ପ୍ରକାର ମାନସିକ ସମସ୍ୟା। ଏହି ରୋଗ ହେଲେ ବ୍ୟକ୍ତିର ବ୍ୟବହାର ଓ ଚିନ୍ତା କରିବାର ଶକ୍ତିରେ ହଠାତ୍‌ ପରିବର୍ତ୍ତନ ଆସିଥାଏ। ତେବେ ମାନସିକ ରୋଗ ସାଇକୋସିସ୍‌ କ’ଣ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ ଅଧିକ ଜାଣନ୍ତୁ।