କାନରୁ ପୁଜ ବାହାରିବା, କାନ ବିନ୍ଧା – କାହିଁକି ହୁଏ? | Dr Rabindra Kumar Khatua on Ear Diseases in Odia
About this video
ଶୀତ ଦିନ ଆସିଲେ ଅଳ୍ପ ବହୁତେ ସମସ୍ତଙ୍କଠାରେ କାନ ବିନ୍ଧିବା ଭଳି ସମସ୍ୟା ଦେଖଦେଇଥାଏ। ହେଲେ ଆପଣଙ୍କୁ ଜାଣିବା ଦରକାର କି, କାନ ବିନ୍ଧିବା ଏକ ଜଟିଳ ସମସ୍ୟା ହୋଇପାରେ। କାନରେ କୌଣସି ରୋଗ ହେଲେ ମଧ୍ୟ କାନ ବିନ୍ଧିଥାଏ। ଯଦି ଏହାକୁ ଅଣଦେଖା କରିବେ, ତେବେ ପରବର୍ତ୍ତୀ ସମୟରେ କାନରୁ ପୁଜ ବାହାରିବା, ରକ୍ତ ପଡ଼ିବା, କାନ ଗିରି ମଧ୍ୟ ଫାଟିଯିବାର ଆଶଙ୍କା ଥାଏ। ଆସନ୍ତୁ ବିଶିଷ୍ଟ ଇଏନଟି ସ୍ପେଶାଲିଷ୍ଟ୍ ଡାକ୍ତର ରବିନ୍ଦ୍ର କୁମାର ଖଟୁଆଙ୍କଠାରୁ ବିଭିନ୍ନ କାନ ରୋଗ, ଏହାର କାରଣ ଓ ଚକିତ୍ସା ବିଷୟରେ ଜାଣିବା।