ବେକ ବିନ୍ଧାରୁ ମୁକ୍ତି ପାଇଁ ଫିଜିଓଥେରାପି | Dr Sibani Sankar Tripathy on Physiotherapy for Neck Pain

Dr Sibani Sankar Tripathy6 September 20211:1817K views

About this video

ଅଧିକାଂଶ ସମୟ ମୁଣ୍ଡ ତଳକୁ କରି ମୋବାଇଲ ଦେଖିବା ବା ଭୁଲ ଶୈଳୀରେ ଲମ୍ବା ସମୟ ବସି ରହିବା ଯୋଗୁଁ ବେକ ଯନ୍ତ୍ରଣା ହୋଇଥାଏ। ବେକ ବିନ୍ଧାରୁ ମୁକ୍ତି ପାଇବା ପାଇଁ କ’ଣ ଏକ୍ସରସାଇଜ୍‌ କରିବା ଆବଶ୍ୟକ। ସେନେଇ ଫିଜିଓଥେରାପିଷ୍ଟ ଡାକ୍ତର ଶିବାନୀ ଶଙ୍କର ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Most of the time, neck pain can be caused by looking down at a mobile phone or sitting in the wrong posture for a long period of time. What do you need to exercise to get relief from neck pain? Let’s find out from Dr Sibani Sankar Tripathy, a Physiotherapist.