ମୁହଁରେ ନାଲି ଦାଗ: ରୋଜାସିଆର ଲକ୍ଷଣ | Redness on Face / Rosacea in Odia | Dr Debasmita Behera

Dr Debasmita Behera22 July 20235:471.7K views

About this video

ରୋଜାସିଆ ହେଉଛି ଏକ ପ୍ରକାରର ଚର୍ମରୋଗ। ରୋଜାସିଆ ହୋଇଥିଲେ ମୁହଁ ନାଲି ପଡ଼ିଯାଏ। ସାଧାରଣତଃ ଦୁଇ ଗାଲ ନାଲ ପଡ଼ିବା ସହିତ ଅନେକଙ୍କଠାରେ ରକ୍ତଶୀରା ମଧ୍ୟ ଦେଖାଯାଏ। ରୋଜାସିଆର ଚିକିତ୍ସା କେମିତି ହୁଏ? ରୋଜାସିଆ ହୋଇଥିଲେ ତ୍ଵଚାର ଯତ୍ନ କେମିତି ନେବେ? ଆସନ୍ତୁ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଦେବସ୍ମିତା ବେହେରାଙ୍କଠାରୁ ଏବିଷୟରେ ଜାଣିବା।