କରୋନା ବେଳେ କେମିତି ନେବେ ନବଜାତ ଶିଶୁର ଯତ୍ନ? | Dr. Nirmal Kumar Mahakud on child care during corona,odia
Dr Nirmal Kumar Mahakud12 May 202011:293.3K views
About this video
କରୋନା ସମୟରେ ନବଜାତ ଶିଶୁଙ୍କ ଯତ୍ନକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି। ଶିଶୁର ଯତ୍ନ କିଭଳି ନେଲେ କରୋନା ସଂକ୍ରମଣରୁ ଦୂରେଇ ରଖାଯାଇପାରିବ? ମା'ମାନେ ସ୍ତନ୍ୟପାନ କରାଇ ପାରିବେ କି ନାହିଁ? ଏମିତି ବହୁତ କିଛି। ତେବେ ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ନିର୍ମଳ କୁମାର ମହାକୁଡ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।