ସିଜରିଆନ୍‌ ପ୍ରସବ ନା ସାଧାରଣ ପ୍ରସବ: କ’ଣ ଭଲ? | C-Section Vs Normal Delivery in Odia | Dr Abhipsa Mishra

Dr Abhipsa Mishra27 December 20259:2920K views

About this video

ଅନେକ ସମୟରେ ଗର୍ଭବତୀ ମହିଳାଙ୍କର ପ୍ରଶ୍ନ ଥାଏଯେ, ସିଜରିଆନ୍‌ ପ୍ରସବ ନା ସାଧାରଣ ପ୍ରସବ କେଉଁଟି ସୁରକ୍ଷିତ? କେଉଁ ପରିସ୍ଥିତିରେ ସିଜରିଆନ୍‌ କରାଯାଏ ଓ କେବେ ସାଧାରଣ ପ୍ରସବ ସମ୍ଭବ? ଆସନ୍ତୁ, ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଭିପ୍ସା ମିଶ୍ର କ’ଣ କହୁଛନ୍ତି, ଜାଣିବା।