ପିଲାଙ୍କଠାରେ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍|Paediatric Ankylosing Spondylitis in Odia|Dr Debasis Patro
About this video
ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ଏକ ପ୍ରକାରର ଗଣ୍ଠିବାତ ରୋଗ। ସାଧାରଣତଃ ଗଣ୍ଠି ଫୁଲା ଏବଂ ଦରଜ ହେବା ଭଳି ଲକ୍ଷଣ ଏହି ରୋଗରେ ଦେଖାଦିଏ। ଆଜିକାଲି ଛୋଟ ପିଲାଙ୍କଠାରେ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ଦେଖିବାକୁ ମିଳୁଛି। ଏନେଇ ପେଡିଆଟ୍ରିକ୍ ରୁମାଟୋଲୋଜିଷ୍ଟ ଡାକ୍ତର ଦେବାଶିଷ ପାତ୍ରଙ୍କଠାରୁ ଆସନ୍ତୁ ଅଧିକ ଜାଣିବା।