ଗର୍ଭାବସ୍ଥାରେ ମୋଟାପଣ - କାରଣ ଓ ନିରାକରଣ | Dr Sujata Kar on Obesity During Pregnancy in Odia

Dr Sujata Kar11 October 202011:515.2K views

About this video

ଗର୍ଭାବସ୍ଥାରେ ମେଦବହୁତଳା ସବୁଠାରୁ ବଡ଼ ସମସ୍ୟା। ଯଦି ବଡି ମାସ୍‌ ଇଣ୍ଡେକ୍ସ ୨୫ ବା ୩୦ରୁ ବେଶି ହେଲା ତାହା ହେଲେ ତାକୁ ମେଦବହୁଳତା ବୋଲି କହିବା। କେତେକ ମହିଳା ଗର୍ଭଧାରଣ ସମୟରେ ବହୁତ ମୋଟା ହୋଇଯାଆନ୍ତି। ହେଲେ ଗର୍ଭବସ୍ଥାରେ ଅତ୍ୟଧିକ ଓଜନ ବା ମେଦବହୁଳତା ନାନା ସମସ୍ୟାକୁ ଡାକିଆଣେ। ତେବେ ଗର୍ଭାବସ୍ଥାରେ ଅତ୍ୟଧିକ ମୋଟାପଣକୁ ନିୟନ୍ତ୍ରଣ କେମିତି କରିବେ? ସେନେଇ ଜାଣନ୍ତୁ, ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କରଙ୍କ ପରାମର୍ଶ।