Skip to main content

ଗ୍ୟାସ୍ ହେଉଥିଲେ ଏହି ସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ | What to avoid with Gas? | Sushree Tapaswini Das

Sushree Tapaswini Das27 October 20262:061.0K views

About this video

ଆଜିକାଲି ଗ୍ୟାସ୍‌ ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତଃ। ଖାଦ୍ୟପେୟରେ ଅନିୟମିତତା, ମାନସିକ ଚାପ, ଶାରୀରିକ ପରିଶ୍ରମର ଅଭାବ, ତେଲ ଛଣାଛଣି ଖାଦ୍ୟ ଖାଇବା ଯୋଗୁଁ ଗ୍ୟାସ୍‌ ସମସ୍ୟା ହେଉଛି। ଗ୍ୟାସ୍‌ ସମସ୍ୟା ଥିଲେ କ'ଣ ଖାଇବେ ନାହିଁ? ଆସନ୍ତୁ, ଡାଏଟିସିଆନ୍‌ ସୁଶ୍ରୀ ତପସ୍ୱିନୀ ଦାସଙ୍କଠାରୁ ଏନେଇ ଅଧିକ ଜାଣିବା। ଗ୍ୟାସ୍ ହେଉଥିଲେ ଏହି ସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ Gas has become a widespread digestive issue that affects people of all ages & disrupts daily comfort. The growing number of cases is largely linked to unhealthy lifestyle patterns such as inconsistent meal timings, high stress levels, minimal physical movement & frequent intake of fried, fatty & processed foods. Which foods should you avoid to reduce Gas? Let's learn more from Sushree Tapaswini Das, a Dietician. What should you avoid if you have Gas? in Odia