ନଖର ଯତ୍ନ କିପରି ନେବେ? | How to take care of your Nails? in Odia | Paronychia| Dr Kishan Kumar Agarwal

Dr Kishan Kumar Agarwal11 November 20258:583.0K views

About this video

ଅଧିକାଂଶ ଲୋକଙ୍କର ଅଭ୍ୟାସ ଥାଏ, ନଖକୁ ଦାନ୍ତରେ ଛିଣ୍ଡାଇବା, ନଖକୁ ସଠିକ ଭାବରେ ନ କାଟିବା ଏବଂ ନଖ ବଡ଼ ରଖିବା। ଏହାଦ୍ୱାରା ନଖରେ ଜୀବାଣୁ ସୃଷ୍ଟି ହୋଇଥାଆନ୍ତି। କେବଳ ସେତିକି ନୁହଁ, ନଖ ବଢ଼େଇବା ଦ୍ୱାରା କଣ ନଖା ଏବଂ ନଖ ଭାଙ୍ଗିଯିବାର ମଧ୍ୟ ଆଶଙ୍କା ରହିଛି। ନଖର ଯତ୍ନ କେମିତି ନେବେ? ଆସନ୍ତୁ ଜାଣିବା ବିଶିଷ୍ଟ ତ୍ୱଚା ରୋଗ ବିଶେଷଜ୍ଞ ଡାକ୍ତର କିଶନ କୁମାର ଅଗ୍ରଓ୍ୱାଲଙ୍କଠାରୁ।