ପିଲାଙ୍କ ସ୍ଵାସ୍ଥ୍ୟ ପାଇଁ ଅଣ୍ଡା | Benefits of Egg for Child Development | Egg Nutrition | Sunita Sahoo

Sunita Sahoo12 October 20236:372.0K views

About this video

‘Eggs for Good Health’ awareness campaign by Swasthya Plus Odia on World Egg Day 2023 is supported by Kenko Eggs - For a Healthy Family. ଆପଣ ଜାଣିଛନ୍ତି କି, ଅଣ୍ଡାକୁ ପୋଷଣର ଗନ୍ତାଘର ବୋଲି କୁହାଯାଏ। ଅଣ୍ଡାରେ ରହିଛି ଉନ୍ନତମାନର ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍‌ସ, ଯାହାକି ଏକ ପିଲାର ସମ୍ପୂର୍ଣ୍ଣ ବିକାଶରେ ସହାୟକ ହୋଇଥାଏ। ପିଲାର ମସ୍ତିଷ୍କ ବିକାଶ, ମଜଭୁତ ହାଡ଼ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଅଣ୍ଡା ବେଶ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆସନ୍ତୁ ବିଶିଷ୍ଟ ଡାଏଟିସିଆନ୍ ସୁନିତା ସାହୁଙ୍କଠାରୁ ପିଲାଙ୍କ ସ୍ଵାସ୍ଥ୍ୟ ପାଇଁ ଅଣ୍ଡାର ଭୂମିକା ବିଷୟରେ ଅଧିକ ଜାଣିବା।