ଭିଟାମିନ୍‌ ଡି’ର ଅଭାବ: କେମିତି କରିବେ ଦୂର? | Vitamin D Deficiency in Odia | Yasmin Habib

Yasmin Habib4 May 20235:1715K views

About this video

ଶରୀରରେ ଭିଟାମିନ୍‌ ଡି’ର ଅଭାବ ଯୋଗୁଁ ଅଷ୍ଟିଓପୋରସିସ୍‌, ହାଡ଼ ଦୁର୍ବଳତା, ଥକ୍କାପଣ ଭଳି ସମସ୍ୟା ହୋଇପାରେ। ତେବେ ଏହା କେଉଁ କେଉଁ ଖାଦ୍ୟରୁ ମିଳିବ। ଆସନ୍ତୁ ଡାଏଟିସିଆନ୍‌ ଯସ୍ମିନ୍‌ ହବିବଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।