ଝାଡ଼ା ହେବାରେ ସମସ୍ୟା: କେମିତି କରିବେ ଦୂର? | Constipation: How to Treat? in Odia | Dr Rakesh Kumar Barik

Dr Rakesh Kumar Barik4 January 20257:07109K views

About this video

ମଳତ୍ୟାଗ ବେଳେ କଷ୍ଟ ହେବା, ଝାଡ଼ାରେ ରକ୍ତ ପଡ଼ିବା ଏବଂ ଝାଡ଼ା ସଫା ନ ହେବା, ଆଜିକାଲିର ଏକ ସାଧାରଣ ସମସ୍ୟା। ତେଲମସଲା ତଥା ଚର୍ବିଯୁକ୍ତ ଖାଦ୍ୟ ଅଧିକ ମାତ୍ରାରେ ସେବନ, ଶାରୀରିକ ପରିଶ୍ରମର ଅଭାବ ଏବଂ ମୋଟାପଣ ଏଥିପାଇଁ ଦାୟୀ। ଏହି ସମସ୍ୟା ଅଧିକ ଦିନ ଧରି ଲାଗି ରହିଲେ ଅର୍ଶ, ମଳକଣ୍ଟକ ଭଳି ସମସ୍ୟା ମଧ୍ୟ ଉପୁଜିପାରେ। କୋଷ୍ଠକାଠିନ୍ୟକୁ କେମିତି କରିବେ ଦୂର? ଆସନ୍ତୁ ଏହି ଭିଡିଓରେ ଡାକ୍ତର ରାକେଶ କୁମାର ବାରିକଙ୍କଠାରୁ ଜାଣିବା।