ଛୋଟ ପିଲାଙ୍କ ପାଇଁ ପାଠ ସହ ଖେଳର ଗୁରୁତ୍ୱ | Role of Play in Child Development (in Odia) | Sambit Nanda
About this video
ଶିଶୁର ଶାରୀରିକ ଏବଂ ମାନସିକ ବିକାଶରେ ଖେଳ ବହୁତ ଗୁରୁତ୍ୱପୂର୍ଣ୍ଣ। ପିଲାଙ୍କ ପାଇଁ ପାଠ ଯେତିକି ଜରୁରୀ, ଖେଳ ମଧ୍ୟ ସେତିକି ଜରୁରୀ। ଆସନ୍ତୁ ବିଶିଷ୍ଟ ମନସ୍ତତ୍ୱବିତ୍ ସମ୍ବିତ ନନ୍ଦଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। Play is very important for a child’s mental and physical development, especially in their early years. What are the benefits of play for children? Why is play important in their early years? Let's find out now from Sambit Nanda, Psychologist.