ଅସହ୍ୟ ଗୋଇଠି ବ୍ୟଥାର ଚିକିତ୍ସା | Heel Pain: How to get Relief? in Odia | Treatment | Dr Alok Prusty
About this video
ଗୋଇଠି ବ୍ୟଥାର ସାଧାରଣ କାରଣ ହେଉଛି ମୋଟାପଣ, ଅଧିକ ସମୟ ଠିଆ ହେବା ଏବଂ ଭୁଲ ଆକାରର ଜୋତା ପିନ୍ଧିବା କିମ୍ବା ଗୋଇଠିରେ ଆଘାତ ଲାଗିଥିଲେ ବ୍ୟଥା ହୋଇପାରେ। ଆସନ୍ତୁ, ଏହାର ଅନ୍ୟାନ୍ୟ କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଡାକ୍ତର ଆଲୋକ ପୃଷ୍ଟିଙ୍କଠାରୁ ଅଧିକ ଜାଣିବା।