ମେଲାଜ୍ମା (ମୁହଁରେ କଳା ଦାଗ): କେମିତି ଦୂର ହେବ? | Melasma / Facial Pigmentation, Odia | Dr Swati Sarangi
About this video
ମେଲାଜ୍ମା ଏକ ପ୍ରକାର ଚର୍ମ ଜନିତ ସମସ୍ୟା, ଯେଉଁଥିରେ ତ୍ୱଚାରେ କଳା କିମ୍ବା ବାଦାମୀ ରଙ୍ଗର ଦାଗ ଦେଖାଦେଇଥାଏ। ଏହା ସାଧାରଣତଃ ଗାଲ, ନାକ କିମ୍ବା କପାଳରେ ହୋଇଥାଏ। ମୁହଁରୁ ଏହି ଦାଗ ଦୂର କରିବା ପାଇଁ ଲୋକେ ଘରୋଇ ଉପଚାର ବା ଦୋକାନରୁ ନାନା ରକମର କ୍ରିମ୍ ଆଣି ଲଗାଇଥାଆନ୍ତି, ଯଦ୍ୱାରା ସେମାନଙ୍କୁ ଅନ୍ୟ ତ୍ୱଚାଜନିତ ସମସ୍ୟାର ସାମ୍ନା ମଧ୍ୟ କରିବାକୁ ପଡ଼ିଥାଏ। ଆସନ୍ତୁ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱାତୀ ଷଡ଼ଙ୍ଗୀଙ୍କଠାରୁ ମେଲାଜ୍ମାର କାରଣ ଓ ଚିକିତ୍ସା ବିଷୟରେ ଅଧିକ ଜାଣିବା।