କାହିଁକି ହୁଏ ସ୍ତନ କର୍କଟ? ଲକ୍ଷଣ ଓ ଚିକିତ୍ସା | Dr. Deepak Kumar Das on Breast Cancer, in Odia

Dr Deepak Kumar Das18 May 20207:535.0K views

About this video

ବର୍ତ୍ତମାନ ସ୍ତନ କର୍କଟ ଏକ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ତେବେ ସ୍ତନ କର୍କଟର କାରଣ କ’ଣ? ଲକ୍ଷଣରୁ କେମିତି ଚିହ୍ନିବା ସ୍ତନ କର୍କଟ? ଏହାର ଚିକିତ୍ସାକୁ ନେଇ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦୀପକ କୁମାର ଦାସ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।