ବାରମ୍ବାର ୟୁରିନ୍‌ ଇନ୍‌ଫେକ୍ସନ୍‌ ହେଉଛି କି? | Urine Infections (UTIs) in Odia | Dr Manas Ranjan Pradhan

Dr Manas Ranjan Pradhan19 February 20226:1166K views

About this video

ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ୟୁରିନ୍‌ ଇନ୍‌ଫେକ୍ସନ୍‌ର ସମସ୍ୟା ଅଧିକ ଦେଖାଦିଏ। ଡାଏବେଟିସ୍‌, କୋଷ୍ଠକାଠିନ୍ୟ ତଥା ଅନ୍ୟାନ୍ୟ ସଂକ୍ରମଣ ଯୋଗୁଁ ୟୁରିନ୍‌ ଇନ୍‌ଫେକ୍ସନ୍‌ ବା ପରିସ୍ରା ପୋଡ଼ା ହୋଇଥାଏ। ଆସନ୍ତୁ ବିଶିଷ୍ଟ କିଡ୍‌ନି ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଅଧିକ ଜାଣିବା। Urine infections are more common in women than in men. Diabetes, constipation, and other infections can also cause urinary tract infections (UTIs). So why does urine infection happen? Let us find out more about its symptoms, treatment, and prevention from Dr Manas Ranjan Pradhan, a Urologist.