Skip to main content

ରାତିରେ ଶୋଇବା ବେଳେ ଅସହ୍ୟ ଗୋଡ଼ ବିନ୍ଧୁଛି କି? | Restless Legs Syndrome in Odia | Dr Simanchala Mahapatra

Dr Simanchala Mahapatra7 March 20229:46138K views

About this video

ରେଷ୍ଟଲେସ୍‌ ଲେଗ୍‌ ସିଣ୍ଡ୍ରୋମ୍‌ ହେଉଛି ଏମିତି ଏକ ସମସ୍ୟା, ଯେଉଁଥିରେ ଶୋଇବା ବେଳେ ଅସହ୍ୟ ଗୋଡ଼ ବିନ୍ଧା ହୁଏ, ଗୋଡ଼ରେ କରେଣ୍ଟ ଲାଗିବା ଭଳି ଅନୁଭବ କରିଥାଏ। ଫଳରେ ବ୍ୟକ୍ତି ରାତିରେ ଶୋଇପାରେ ନାହିଁ। ତେବେ ରେଷ୍ଟଲେସ୍‌ ଲେଗ୍‌ ସିଣ୍ଡ୍ରୋମ୍‌ କାହିଁକି ହୁଏ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ସିମାଞ୍ଚଳ ମହାପାତ୍ର, ଆସନ୍ତୁ ଜାଣିବା।