ଅଷ୍ଟିଓପୋରସିସ୍‌କୁ କେମିତି ରୋକିବେ? | Osteoporosis in Odia | Signs & Treatment | Dr Niroj Kumar Mishra

Dr Niroj Kumar Mishra31 March 202213:2110K views

About this video

ଅଷ୍ଟିଓପୋରସିସ୍ ଏକ ବୟସଜନିତ ହାଡ଼ ରୋଗ। ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହୋଇ, ହାଡ଼ ଦୁର୍ବଳ ହୋଇପଡ଼େ ବା ହାଡ଼ ଫମ୍ପା ହୋଇଯାଏ? ଫଳରେ ଅଳ୍ପ ଆଘାତରେ ହାଡ଼ ଭାଙ୍ଗିଯିବାର ଆଶଙ୍କା ରହିଥାଏ। ତେବେ ଅଷ୍ଟିଓପୋରସିସ୍‌ର ଲକ୍ଷଣ ସବୁ କ’ଣ? ଏହାକୁ ପ୍ରାଥମିକ ଅବସ୍ଥାରେ କେମିତି ଚିହ୍ନିବା? ଏହାକୁ ଆମେ କେମିତି ରୋକିପାରିବା? ଏନେଇ ଆସନ୍ତୁ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ର କ’ଣ କହୁଛନ୍ତି, ଜାଣିବା।