ସଡନ କାର୍ଡିଆକ୍‌ ଆରେଷ୍ଟ କ’ଣ? | Sudden Cardiac Arrest, in Odia | Heart Attack | Dr Mahesh Agrawala

Dr Mahesh Agrawala3 August 202411:004.7K views

About this video

ହଠାତ୍‌ ହୃଦ୍‌ଘାତ ହେବାକୁ ସଡନ କାର୍ଡିଆକ୍‌ ଆରେଷ୍ଟ କୁହାଯାଏ। ଅନିୟମିତ ହୃଦ୍‌ସ୍ପନ୍ଦନ କାରଣରୁ ହୃଦୟର ସମସ୍ତ କାର୍ଯ୍ୟକଳାପ ବ୍ୟାଘାତ ହୁଏ। ବ୍ୟକ୍ତିଙ୍କର ନିଶ୍ଵାସ ପ୍ରଶ୍ୱାସ ବନ୍ଦ ହୋଇଯାଏ ଏବଂ ବ୍ୟକ୍ତି ହଠାତ୍‌ ଅଚେତ ହୋଇପଡ଼ନ୍ତି। ବ୍ୟକ୍ତି ଜଣକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାର ଆବଶ୍ୟକତା ପଡ଼ିଥାଏ। ଆସନ୍ତୁ, ଏହି ଭିଡିଓ ମାଧ୍ୟମରେ ଜାଣିବା ସଡନ କାର୍ଡିଆକ୍‌ ଆରେଷ୍ଟ କାହିଁକି ହୁଏ? ଏହାର ଚିକିତ୍ସା ବିଷୟରେ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ମହେଶ ଅଗ୍ରଓ୍ୱାଲଙ୍କଠାରୁ।