Skip to main content

ଡେଲିଭରି ପୂର୍ବରୁ ଗର୍ଭରୁ ପାଣି କମିଗଲେ କ’ଣ କରିବେ? | Low Amniotic Fluid in Pregnancy | Dr Asit Kumar Jena

Dr Asit Kumar Jena6 August 202610:02152 views

About this video

ଗର୍ଭାବସ୍ଥାରେ ଶିଶୁକୁ ସୁରକ୍ଷା ଦେବା ପାଇଁ ତା’ର ଚାରିପଟେ ଏକ ପାଣି ଭର୍ତ୍ତି ଥଳି ଥାଏ। ଯାହାକୁ ଆମନିଓଟିକ୍ ଫ୍ଲୁଇ଼଼ଡ୍ କୁହାଯାଏ। ଡେଲିଭରି ସମୟରେ ଏହି ଥଳିଟି ଫାଟିଥାଏ। ଯଦି ସମୟ ପୂର୍ବରୁ ପାଣିର ମାତ୍ରା କମିଯାଏ, ତେବେ ଗର୍ଭସ୍ଥ ଶିଶୁ ଉପରେ ଏହାର ପ୍ରଭାବ ପଡ଼ିପାରେ। ଗର୍ଭାଶୟରୁ ପାଣି କମିଗଲେ କେମିତି ଜାଣିବେ? ଗର୍ଭାଶୟରୁ ପାଣି କମିବାକୁ ରୋକିବେ କିପରି? ଆସନ୍ତୁ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଶିତ କୁମାର ଜେନାଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।